୨୦୦ ଶିକ୍ଷକ ନିଖୋଜ, ଧରାଛୁଆଁ ଦେଉନାହାନ୍ତି କି ସ୍କୁଲ ଆସୁନାହାନ୍ତି
ଭୁବନେଶ୍ବର : କାଗଜକଲମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାଁ ଗଡ଼ୁଛି। ହେଲେ ସେମାନେ ସ୍କୁଲକୁ ଆସୁନାହାନ୍ତି। କାର୍ଯ୍ୟରେ ଯୋଗ ଦେଉନାହାନ୍ତି କି ପିଲାଙ୍କୁ ପଢ଼ାଉ ନାହାନ୍ତି। ବହୁ ଦିନ ଧରି ଅନୁପସ୍ଥିତ ରହିଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦରମା ଦିଆଯାଉ ନାହିଁ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପସ୍ଥାନ ଖାତାରେ ଏବେ ବି ସେମାନେ ଅଛନ୍ତି। କେତେଜଣ ଶିକ୍ଷକ ୨୦୦୭ରୁ ଅନୁପସ୍ଥିତ ରହିଛନ୍ତି। କେବଳ ଶିକ୍ଷକ ନୁହନ୍ତି, ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛନ୍ତି। ୧୫ ବର୍ଷ […]









