ଆସନ୍ତା ୨ ଦିନ କମ୍ ଶୀତ
ଭୁବନେଶ୍ବର : ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ଶନିବାର ରାତି ଅପେକ୍ଷା ରବିବାର ଦିନ ବିଭିନ୍ନ ସ୍ଥାନରେ ପାରଦସ୍ତରରେ ସାମାନ୍ୟ ବୃଦ୍ଧି ଘଟିଛି। ୫ ଡିଗ୍ରିକୁ ଖସିଥିବା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଶନିବାର ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରି ଓ ସେମିଳିଗୁଡ଼ାଠାରେ ୬.୫ ଡିଗ୍ରି ରେକର୍ଡ ହୋଇଛି। ବଲାଙ୍ଗୀର ଓ କୋରାପୁଟରେ ୮.୫ ଡିଗ୍ରି, ଢେଙ୍କାନାଳରେ ୯.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ […]









