୨୪ ପାଇଁ ୨୯ରେ ବଳ କଷାକଷି: ଗୋଟିଏ ଦିନରେ ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀ
ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ରେ ହେବ। ଏପରିକି ଆଗୁଆ ନିର୍ବାଚନ ହେବାନେଇ ବି ଚର୍ଚ୍ଚା ଚାଲିଛି। ଏହିସମୟରେ ବିଜେଡି ଓ ବିଜେପି ମଧ୍ୟରେ ଅନୁଗୁଳରେ ଆଗୁଆ ବଳ କଷାକଷି ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି। ଠିକ୍ ସେହିଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଆସିବେ। ଗୋଟିଏଦିନରେ ଦୁଇ ପ୍ରମୁଖ ଦଳର ହେଭିୱେଟ୍ ଅନୁଗୁଳ ଆସୁଥିବାରୁ ଉଭୟ ଦଳ ସେମାନଙ୍କ ଶକ୍ତି […]









