ବିପଦରେ ଶ୍ରୀଗୁଣ୍ଡିଚା ମନ୍ଦିର: ଖଣ୍ଡଖଣ୍ଡ ହୋଇଯାଇଛି ନାଟମଣ୍ଡପ ବିମ୍
ପୁରୀ : ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ନାଟମଣ୍ଡପ ଛାତକୁ ଧରି ରଖିଥିବା ବିମ୍ ସବୁ ଖଣ୍ଡ ଖଣ୍ଡ ହୋଇଯାଇଛି। ଉତ୍ତରପାର୍ଶ୍ବ ବିମ୍ ମଝିରୁ ଦୁଇଖଣ୍ଡ ହୋଇ ଝୁଲି ରହିଛି। ବର୍ଷା ହେଲେ ନାଟମଣ୍ଡପ ଛାତରୁ ପାଣି ଗଳୁଛି। ତୁରନ୍ତ ମରାମତି ନ ହେଲେ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟି ଏହି ରିପୋର୍ଟ ଦେବାପରେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଛି। ବ୍ୟୟ ଅଟକଳ ପରେ […]









