ପଦଚିହ୍ନ ୨୦୨୨: ଚର୍ଚ୍ଚାରେ ଚିଲିକା ବିଧାୟକ
ଅଦୃଶ୍ୟ ଶତ୍ରୁ କରୋନା ପାଇଁ ଦୀର୍ଘ ଦୁଇ ବର୍ଷ କଟକଣା, ଭୟ ତଥା ସଂଶୟରେ କଟିଥିଲା। ଦୁର୍ଭାଗ୍ୟଜନକ ଭାବେ ‘୨୦୨୨’ ମଧ୍ୟ ସେହି କରୋନା ମହାମାରୀର ଭୟ ଓ ଆତଙ୍କ ଭିତରେ ଆରମ୍ଭ ହୋଇଥିଲା। କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଆତଙ୍କିତ ହୋଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତରେ ୨୦୨୨ରେ ଜିଲ୍ଲାବାସୀଙ୍କୁ କିଛି ଖୁସି ଖବର ବି ମିଳିଥିଲା। ଏବର୍ଷ ରେକର୍ଡ ୧୦ ଲକ୍ଷ ୭୪ ହଜାର ବିଦେଶାଗତ ପକ୍ଷୀ ଚିଲିକାକୁ ଆସିବାର […]









