ମାଆ ବିକୁଥିବା ଶିଶୁ ଆଖି ବୁଜିଲା
ହାଟଡିହି : କିଛିଦିନ ତଳେ ନିଜର ଯେଉଁ ଶିଶୁକନ୍ୟାକୁ ଅଭାବୀ ମାଆଟିଏ ଘରଘର ବୁଲି ବିକ୍ରି ପାଇଁ ଉଦ୍ୟମ କରୁଥିଲେ, ଶେଷରେ ସେ ଆଖିବୁଜିଛି। କୁହାଯାଉଛି, ଖାଦ୍ୟାଭାବରୁ ଅପପୁଷ୍ଟିର ଶିକାରହୋଇ ଶିଶୁଟି ପ୍ରାଣ ହରାଇଛି। ଏହି ଶିଶୁଟିର ଦୁଃଖଦ ମୃତ୍ୟୁପରେ ପ୍ରଶାସନର ଭୂମିକାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ପ୍ରଶାସନ ବସ୍ତାଏ ଚାଉଳ, ଛତୁଆ ପ୍ୟାକେଟ୍ ଓ କିଛି ଲୁଗାପଟା ଦେଇ ନିଜର ଦାୟିତ୍ବ ସାରି ଦେଇଥିବା ଅଭିଯୋଗ ହୋଇଛି। ୩ମାସର ମୃତଶିଶୁର ମାଆ ହେଉଛନ୍ତି ମମତା […]









