ଚୀନ୍ ବିରୋଧରେ ୧୦ ରାଷ୍ଟ୍ରର ଯାତ୍ରା କଟକଣା: ଅଧିକ ତଥ୍ୟ ଦେବାପାଇଁ ‘ହୁ’ର ଅନୁରୋଧ
ନୂଆଦିଲ୍ଲୀ: ଚୀନ୍ରେ କରୋନା ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଚୀନ୍ରେ ଲଗାତାର ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ଚୀନ୍ ସାରା ବିଶ୍ବକୁ ଏନେଇ ଅନ୍ଧାରରେ ରଖିଛି। ବିଶ୍ବକୁ ଚୀନ୍ କରୋନା ତଥ୍ୟ ଦେଉନାହିଁ। ଏଥିପାଇଁ ଚୀନ୍ ବିରୋଧରେ ବିଭିନ୍ନ ରାଷ୍ଟ୍ରରେ କଟକଣା ବଢ଼ିଛି। ଭାରତ, ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ସମେତ ମୋଟ୍ ୧୦ଟି ରାଷ୍ଟ୍ରରେ ଚୀନ୍ ପାଇଁ କଟକଣା ଲାଗୁ ହୋଇଛି। ଭାରତ, ବ୍ରିଟେନ ଫ୍ରାନ୍ସ, ଆମେରିକା, ଇଟାଲି, ଜାପାନ , ତାଇୱାନ ଚୀନ୍ ଯାତ୍ରୀଙ୍କ […]









