ଧର୍ମ ରାଜ୍ୟ

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ ୧୮।୦୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଜି ଜନ୍ମ ଉତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସଂନ୍ଧ୍ଯା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ଖବର ଅନୁଯାୟୀ, ସଂନ୍ଧ୍ଯାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା,ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହିଳାକର୍ମୀଙ୍କ ମୁକ୍ତି ପାଇଁ ଟୁଇଟ୍‌ କରିବା ପଡ଼ିଲା ମହଙ୍ଗା; ସାଉଦିଆରବରେ ଯୁବତୀଙ୍କୁ ୩୪ କାରାଦଣ୍ଡ

ନୂଆଦିଲ୍ଲୀ ୧୭/୦୯: ସାଉଦିଆରବର ଜଣେ ମହିଳାଙ୍କୁ ୩୪ ବର୍ଷ କାରାଦଣ୍ଡ ଘୋଷଣା କରାଯାଇଛି। ୩୪ ବର୍ଷ କାରାଦଣ୍ଡ ପରେ ପୁଣି ୩୪ ବର୍ଷ ପାଇଁ ବିଭିନ୍ନ ଜାଗାକୁ ଯିବାଆସିବାରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଏପରି ଦଣ୍ଡ ଘୋଷଣା କରାଯାଇଥିବା ମହିଳାଙ୍କ ପରିଚୟ ସଲମା-ଅଲ-ସେହେବାବ ବୋଲି ଜଣାପଡ଼ିଛି। ସେ ସେଠାକାର ଜେଲ୍‌ରେ ବନ୍ଦିଥିବା ମହିଳା କର୍ମୀ ଲୋଜେନ୍‌-ଲୋଲ୍‌-ହଥଲୋଲଙ୍କ ମୁକ୍ତି ପାଇଁ ସ୍ୱର ଉଠାଇବା ସହିତ ତାଙ୍କ ଟୁଇଟର ଆକାଉଣ୍ଚରୁ ମହିଳାଙ୍କ ଅଧିକାରକୁ ନେଇ ଅନେକ ଟୁଇଟ୍‌ ଓ ରିଟୁଇଟ୍‌ […]

ରାଜ୍ୟ ରାଶିଫଳ

ଅଗଷ୍ଟ ୧୮ ତାରିଖ, ଗୁରୁବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~ ସକାଳୁ ସକାଳୁ ଅନ୍ୟମନସ୍କାତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ । ଜଣେ ସହକର୍ମୀ ଆପଣଙ୍କ କାମଗୁଡିକୁ ଧୀର ଗତିରେ ଲକ୍ଷ୍ୟସ୍ଥଳକୁ ନେବାର ସାହାର୍ଯ୍ୟ କରିବେ । ପାରିବାରିକ ଦୃଷ୍ଟିକୋଣରୁ କିଛି ଗପଇଙ୍ଗ ପରିସ୍ଥିତିକୁ ସାବଧାନରେ ଆପଣ ସମର୍ଥ ହେବେ ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୫ ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ କର୍ମଜୀବି- ଜଳଯାତ୍ରା ମନା ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ରୋଗୀ- ରୋଗରୁ […]

ଦେଶ ବିଦେଶ ମନୋରଞ୍ଜନ

ବିପାଶାଙ୍କ ପ୍ରେଗନେନ୍ସି ଖବର ପରେ ଟ୍ରୋଲ୍‌ ହେଲେ କରଣ, ଭିଡିଓ ଭାଇରାଲ୍‌

ମୁମ୍ବାଇ ୧୮।୦୮: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରେ ଆଉ ଏକ ବଲିଉଡ ଦମ୍ପତିଙ୍କ ଘରେ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ହେବାକୁ ଯାଉଛି। ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି। ବିବାହର ୬ବର୍ଷ ପରେ ସେମାନେ ପିତାମାତା ହେବାକୁ ଯାଉଛନ୍ତି। ଦୁହେଁ ନିଜ ପ୍ରଥମ ସନ୍ତାନ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ସେମାନେ ଏହି ଖୁସି ଖବର ଘୋଷଣା କରିଛନ୍ତି । ଯାହାର ଫଟୋ ସୋସିଆଲ୍‌ […]

ଖେଳ ଦେଶ ବିଦେଶ

ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ, ରାହୁଲଙ୍କ ନେତ୍ବତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ତିଆ

ମୁମ୍ବାଇ ୧୮।୦୮: ଆଜିଠୁ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଲୋକେଶ ରାହୁଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ଘରୋଇ ଦଳ ମଧ୍ୟ ପ୍ରସ୍ତୁତ । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଜିମ୍ବାୱେ ଯୋଜନା କରିଛି । ଫଳରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ […]

ଅପରାଧ ରାଜ୍ୟ

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାସ୍ତା ପାଲଟିଛି ମରଣଯନ୍ତା, ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଭକ୍ତ

ପୁରୀ ୧୮।୦୮: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାସ୍ତା ପାଲଟିଛି ମରଣଯନ୍ତା। ଏହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦା ଓ ସାଧାରଣ ବ୍ୟକ୍ତି ଯିବାଆସିବା କରୁଥିବା ବେଳେ ଭକ୍ତ ମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହି ରାସ୍ତା ଦେଇ ଶ୍ରୀମନ୍ଦିର ଯାଇଥାନ୍ତି। ତେବେ ବିଶ୍ବ ଐତିହ୍ୟ ନଗରୀ ଭାବେ ଶ୍ରୀକ୍ଷେତ୍ରକୁ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁଁ ସିଂହଦ୍ଵାର ସମ୍ମୁଖ ରାସ୍ତା ମରଣଯନ୍ତା ପାଲଟିଛି। […]

ଅପରାଧ ରାଜ୍ୟ

ସପ୍ତାହକରେ ୨ୟ ଘଟଣା, ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ୧୮।୦୮: ଚାରି ମହଲା ଉପର ତଳକୁ ଡେଇଁପଡିଲେ ରୋଗୀ । ଆଉ ତଳେ ପଡି ଚାଲିଗଲା ରୋଗୀର ଜୀବନ । ମୃତକ ପରଜଙ୍ଗ ଥାନା ଲୋଧଣି ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ଅଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଦୁର୍ଯ୍ୟୋଧନଙ୍କୁ ବୁଧବାରଠୁ ପରିବାର ପକ୍ଷରୁ ମୁଣ୍ଡ ବୁଲାଇବା ଯୋଗୁଁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗୁରୁବାର ଭୋର […]

ଦେଶ ବିଦେଶ ମନୋରଞ୍ଜନ

Mirzapur-3: ସାମ୍ନାକୁ ଆସିଲା ‘ଗୁଡ୍ଡୁ ଭେୟା’ଙ୍କ ଭୟଙ୍କର ଲୁକ୍‌, ଫ୍ୟାନ୍ସ ଉତ୍ସାହିତ

ମୁମ୍ଵାଇ ୧୮।୦୮: ଦେଶରେ ସମସ୍ତଙ୍କ ପ୍ରିୟ ୱେବ୍ ସିରିଜ୍ ମଧ୍ୟରୁ ଗୋଟିଏ ହେଉଛି ‘ମିର୍ଜାପୁର’ । ଏହାର ତୃତୀୟ ସିଜିନକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏବେ ଏହା ମଧ୍ୟରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । କିଛି ଦିନ ତଳେ ଏହି ସିରିଜର ରିଲିଜକୁ ନେଇ ଡେଟ୍ ସାମ୍ନାକୁ ଆସିଥିଲା । କୁହାଯାଉଛି କି ଏହି ୱେବ୍ ସିରିଜ ୨୦୨୩ରେ ଆମାଜନ ପ୍ରାଇମରେ ଷ୍ଟ୍ରିମ୍ କରାଯିବ । […]

ଦେଶ ବିଦେଶ ମନୋରଞ୍ଜନ

ଶେହନାଜ୍‌ଙ୍କୁ ପୁଣି ହେଲା ପ୍ରେମ ! ରାଘବ ଜୁଆଲ୍‌ଙ୍କୁ କରୁଛନ୍ତି ଡେଟ୍‌

ମୁମ୍ଵାଇ ୧୮।୦୮: ପଞ୍ଜାବର କ୍ୟାଟ୍ରିନା ଶେହଜାନ୍‌ ଗିଲ୍‌। ସେ ପୁଣିଥରେ ମନୋରଞ୍ଜନ ଦୁନିଆର ଶୀର୍ଷରେ ଅଛନ୍ତି। ସିଦ୍ଧାର୍ଥ ଯିବା ପରେ ସେ ଧିରେ ଧିରେ କାମକୁ ଫେରିଥିଲେ। ହେଲେ ବର୍ତ୍ତମାନ ଶେହନାଜ୍‌ଙ୍କୁ ନେଇ ଏମିତି ଖବର ଆସିଛି । ଯାହା ସବୁଆଡେ ଆଲୋଚନାର ବିଷୟ ପାଲଟିଛି । କୁହାଯାଉଛି କି ଶେହନାଜ ପ୍ରେମରେ ଉବୁଟୁବୁ ହେଉଛନ୍ତି। ତାଙ୍କ ଜୀବନରେ ଜଣେ ବିଶେଷ ବ୍ୟକ୍ତି ପ୍ରବେଶ କରିଛନ୍ତି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୬ଶହ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, କେଶବଧାମ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ନୋଟିସ୍

କଟକ-ବିଦ୍ୟାଧରପୁର : କଟକ ସହର ଉପକଣ୍ଠ ଗତିରାଉତପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେଶବ ଧାମ୍‌ର ୬ଶହ ଛାତ୍ରଛାତ୍ରୀ ଗତକାଲି ବିଳମ୍ବିତ ରାତି ଯାଏ ପାଣିଘେରରେ ରହିବା ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ୧୦ଟି ଟିମ୍ ଗତକାଲି ରାତି ୧୨ଟା ଯାଏ ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟାରେ ସାମିଲ୍‌ ଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କ୍ଷୁବ୍ଧ ହେବାସହିତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ବାରମ୍ବାର କୁହାଯିବା […]