ଅଭିନେତ୍ରୀ କନିଷ୍କା ନିଜେ ନିଜକୁ କଲେ ବିବାହ, କହିଲେ-ମୋତେ ପୁରୁଷ ଦରକାର ନାହିଁ
ମୁମ୍ବାଇ ୧୮।୦୮: ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ଏବେ ବଦଳୁଛି । ଆଧୁନିକ ସମାଜରେ ଅନେକ ମହିଳା ଏକାକୀ ଜୀବନ ବିତାଇବାକୁ ପସନ୍ଦ କରୁଛନ୍ତି । ଏହି ତାଲିକାରେ ସାମିଲ୍ ହେଉଛନ୍ତି ଟିଭି ଧାରାବାହିକ ‘ଦିୟା ଔର ବାତୀ ହମ୍’ ଅଭିନେତ୍ରୀ କନିଷ୍କା ସୋନି। ଠିକ୍ ସେ ମଧ୍ୟ ସେମିତି ଚିନ୍ତାଧାରା ରଖନ୍ତି । ସେଥିପାଇଁ ସେ ନିଜକୁ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । କନିଷ୍କା […]