ଆର୍ଯ୍ୟନ୍ଙ୍କ ପାଇଁ ଦିୱାନୀ ହେଲେ ପାକିସ୍ତାନୀ ଅଭିନେତ୍ରୀ, ସୋସିଆଲ୍ ମିଡିଆରେ କଲେ ପ୍ରେମ ବର୍ଷା
ମୁମ୍ଵାଇ ୧୬।୦୯: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଗତ ବର୍ଷ ଖୁବ୍ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ସକରାତ୍ମକ କାରଣରୁ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ନିଜର ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଆର୍ଯ୍ୟନଙ୍କ ପାଇଁ ଜଣେ ଅଭିନେତ୍ରୀ ଦିୱାନୀ ହୋଇଯାଇଛନ୍ତି। ସେ ସୋସିଆଲ ମିଡିଆରେ ଆର୍ଯ୍ୟନଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି । ତେବେ ଏହି ଅଭିନେତ୍ରୀ ହେଉଛନ୍ତି ସଜଲ ଅଲି। ସଜଲ ଅଲି ଜଣେ ପାକିସ୍ତାନୀ ଅଭିନେତ୍ରୀ । […]