ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଡ୍ରାଇଭର ଓ ମାଫିଆ ଫେରାର
ଢେଙ୍କାନାଳ ୨୧।୦୯: ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ । ଢେଙ୍କାନାଳ ସଦର ଥାନା ପୋଲିସ ଏହି ଗାଡିକୁ ଜବତ କରିଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ଏକ ପିକ୍ଅପ୍ ଭ୍ୟାନ୍ରେ ୧୭ଟି ଗୋରୁଙ୍କୁ ଅତି ଅମାନୁଷିକ ଭାବେ ବୋଝେଇ କରି ଚୋରାଚାଲାଣ କରୁଥିଲେ । ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଗାଡିରେ ବୋଝେଇ କରି ଆଠଗଡ଼ ତିଗିରିଆ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ତେବେ କଙ୍କଡ଼ାହାଡ଼ […]