ଟ୍ରାକ୍ରୁ ଖସୁଛି ଟ୍ରେନ୍: ୪ ସପ୍ତାହରେ ୪ଟି ଟ୍ରେନ୍ ଲାଇନ୍ଚ୍ୟୁତ
ଭୁବନେଶ୍ବର: ଟ୍ରାକ୍ରୁ ବାହାରି ଯାଉଛି ଟ୍ରେନ୍। ଗୋଟିଏ କି ଦୁଇଟି ନୁହେଁ, ଗତ ୪ ସପ୍ତାହରେ ଓଡ଼ିଶାରେ ୪ଟି ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଏହାକୁ ନେଇ ରେଳ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି। ସଂଘଟିତ ୪ ଘଟଣା ମଧ୍ୟରୁ ୩ଟି ପୂର୍ବତଟ ରେଳପଥରେ ହୋଇଥିବା ବେଳେ ଗୋଟିଏ ଦକ୍ଷିଣ ପୂର୍ବ ରେଳପଥରେ ଘଟିଛି। କୌଣସି ଦୁର୍ଘଟଣାରେ ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ ସତ, ମାତ୍ର ଏଭଳି ଘଟଣା ରେଳପଥ ଲାଗି ଆହ୍ବାନ ସୃଷ୍ଟି କରିଛି। କେଉଁ କାରଣ […]