ଅପରାଧ ରାଜ୍ୟ

ଟ୍ରକ୍ ମାଲିକଙ୍କ ଦାଦାଗିରି: ୪ ଯୁବକଙ୍କୁ ଘରୁ ଟେକିନେଇ ନିର୍ଘାତ ମାଡ଼

ଜଗତସିଂହପୁର : ଯିଏ ପାରିଲା ସିଏ ପିଟିଲା। ବାଡ଼ି ଓ ଲୁହା ପାଇପ୍‌ରେ ନୃଶଂସ ଭାବେ ପିଟି ଚାଲିଲେ। ୨୦ରୁ ଅଧିକ ଯୁବକ ପାରାଦୀପ ବାଉରିଆପାଳନ୍ଦାରେ ରହୁଥିବା ଘନଶ୍ୟାମ ମଲ୍ଲିକଙ୍କ ଘରେ ପଶି ସେଠାରୁ ତାଙ୍କ ପୁଅ ଓ ପୁଅର ତିନି ଜଣ ବଂଧୁଙ୍କୁ ଟେକି ଆଣି ନିର୍ଘାତ ମାଡ଼ ମାରିବାର ଭିଡିଓ ଏବେ ଭାଇରାଲ୍ ହୋଇଛି। ସେମାନଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଚାରି ଜଣ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ପାରାଦୀପ […]

ଅପରାଧ ରାଜ୍ୟ

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ତିନି ଗିରଫ

ଉଦଳା ୨୨।୦୯ : କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ଏହାସହିତ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ମରେଈଗାଁର ମୁରଲୀ ପାତ୍ର, ବାବୁ ସିଂ ଏବଂ କାକବୁରେଇ ଗ୍ରାମର ମହେଶ୍ୱର ହାତୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଚୋରା କାଠ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଗୁରୁବାର ଭୋର […]

ଅପରାଧ ରାଜ୍ୟ

ମର୍ମନ୍ତୁଦ ଦୁର୍ଘଟଣା, ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍

ରାୟପୁର ୨୨।୦୯: ଛତିଶଗଡ଼ ଜୟପୁର ପଥଲଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ସହ ବସ୍ ରେ ଥିବା ଜଣଙ୍କର ମୃତ୍ୟୁ ହୋଇଛି । ବସ୍ ରେ ଥିବା ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବସ୍ ଟି […]

ଅପରାଧ ରାଜ୍ୟ

ଯୁବକଙ୍କୁ ତହସିଲ୍‌ଦାର୍‌ଙ୍କ ଦୁର୍ବ୍ୟବହାର ଅଭିଯୋଗ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଆନନ୍ଦପୁର ୨୧/୦୯: ତହସିଲଦାରଙ୍କ ଦୁର୍ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ। ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ଦେଖିବାକୁ ମିଳଛି। ସୂଚନାଥାଉକି, ମଙ୍ଗଳବାର ୨ଟି ବେଆଇନ ବାଲି ବୋଝେଇ ହାଇୱା ଜବତ ଜବତ ହୋଇ ଅଫିସ୍‌ ଆଗରେ ରହିଥିଲା। ଖବର ଅନୁସାରେ, ସେହି ତହସିଲ କାର୍ଯ୍ୟାଳୟ ପାଖରେ ମନୋଜ ରଣାଙ୍କ ଘର। ମନୋଜ ମଙ୍ଗଳବାର ରାତିରେ ଜବତ ହୋଇଥିବା ହାଇୱା ପାଖରେ ଛିଡ଼ା ହୋଇ ତାର ଭିଡିଓ ରେକର୍ଡିଂ କରୁଥିଲେ। ଏତିକି […]

ଦେଶ ବିଦେଶ ମନୋରଞ୍ଜନ

ୟୁନିକ୍‌ ଡିଜାଇନ୍‌ରେ ଅଲି ଏବଂ ରିଚାଙ୍କ ବିବାହ କାର୍ଡ, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୨୧।୦୯: ବଲିଉଡ ଅଭିନେତା ଅଲି ଫୈଜଲ ଏବଂ ରିଚା ଚଢା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ମଧ୍ୟ ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅନ୍ୟତମ ହେବ । ଅଲି ଫୈଜଲ ଏବଂ ରିଚା ବହୁତ ଚରିତ୍ରରେ ଅଭିନୟ କରିବା ସହ ଅନ୍ୟାନ୍ୟ ବିଜ୍ଞାପନ ପାଇଁ ଜଣାଶୁଣା । ଏଭଳି ପରିସ୍ଥିତିରେ ଉଭୟଙ୍କ ବିବାହ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ବିବାହ ଖବର ମଧ୍ୟରେ ଉଭୟଙ୍କ ବିବାହ କାର୍ଡର ଫଟୋ […]

ଦେଶ ବିଦେଶ ମନୋରଞ୍ଜନ

ସଫଳତା ଆଶାରେ ଚୁଲ୍‌ବୁଲି ଅଭିନେତ୍ରୀ ରଶ୍ମିକା

ମୁମ୍ଵାଇ ୨୧।୦୯: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ସଫଳତା ଲାଭ କରିଛନ୍ତି ଆକ୍ଟ୍ରେସ୍‌ ରଶ୍ମିକା ମନ୍ଦାନା। ବେଶ୍‌କେତୋଟି କନ୍ନଡ, ତେଲୁଗୁ, ତାମିଲ ଫିଲ୍ମରେ ମନଛୁଆଁ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ସାଉଥ୍‌ରେ ସଫଳ ହେବା ପରେ ହିନ୍ଦୀ ସିନେଶିଳ୍ପରେ କ୍ୟାରିୟର କରିବାକୁ ପ୍ରସ୍ତୁତ ହେଉଛନ୍ତି ରଶ୍ମିକା । ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସେ ‘ମିଶନ ମଜ୍‌ନୁ’ରେ ନାୟିକା ଭାବେ ଦେଖିବାକୁ ମିଳିବେ । ଏହି ଫିଲ୍ମର ରିଲିଜ୍‌ ତାରିଖ ଦୁଇଥର […]

ଅପରାଧ ରାଜ୍ୟ

ସ୍ୱାମୀ ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ, ଜଣେ ନାବାଳକ ସହ ୪ ଗିରଫ

ବାଲେଶ୍ବର ୨୧।୦୯ : ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ବାଲେଶ୍ବର ସହର ଗୋଧିବସାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ବାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ । ଘଟଣାରେ ଜଣେ ନାବାଳାକଙ୍କ ସମେତ ୪ ଗିରଫ । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ବାଲେଶ୍ବର ଷ୍ଟେସନରେ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ । ଏହି ସମୟରେ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ […]

ଅପରାଧ ରାଜ୍ୟ

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ନେଇଗଲେ ଟଙ୍କା

ସୋନପୁର ୨୧।୦୯ : ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସୋନପୁରର ଇଷ୍ଟଦେବ ସୂବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳୀ ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା ଓ ପୂଜା ସାମଗ୍ରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମନ୍ଦିର ସେବାୟତଙ୍କ ପକ୍ଷରୁ ଲୁଟ୍‌ ହୋଇଥିବା ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୋନପୁରର ବିଭିନ୍ନ ମନ୍ଦିରରୁ ବାରମ୍ବାର ଚୋରି ହେଉଥିବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ […]

ଅପରାଧ ରାଜ୍ୟ

ବିକ୍ରି ବେଳେ ମାଡିବସିଲା ପୋଲିସ, ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ

କରଞ୍ଜିଆ ୨୧।୦୯ : ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ। ଆନ୍ଧ୍ରପ୍ରଦେଶରୁ ଆସି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ସହ ବାଘ ନଖ ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ବନବିଭାଗ । ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଏବଂ ବାଘ ନଖ ବିକ୍ରି କରୁଥିଲେ । ସେହି […]

ଅପରାଧ ରାଜ୍ୟ

୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ବରଗଡ଼ ୨୧।୦୯ : ଥମୁନି ଧଳାଜହର କାରବାର୍‌ । ବରଗଡ଼ରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକା ଖୋଲତାଡ଼ କରୁଛି ପୋଲିସ । ଖବର ଅନୁଯାୟୀ, ବରଗଡ଼ ଟାଉନ୍‌ ଥାନା ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ପୋଲିସ ମହାନ୍ତିପଡ଼ା ଅଞ୍ଚଳର ରାଜୁ ତାଣ୍ଡି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । […]