ତରଭୁଜ କ୍ଷେତରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ
ବରଗଡ଼ : ବିଗତ ଦିନରେ ଅଦିନିଆ ବର୍ଷା ଏବଂ କରକାପାତ ପରିବା ଚାଷୀଙ୍କୁ କ୍ଷତି ପହଂଚାଇଛି। ଫସଲ ନଷ୍ଟ ହେବା ସହ ବଜାରରେ କମ୍ ଦର ଯୋଗୁଁ ଚାଷୀ ଦୋହରା ଦୁଃଖ ପାଇଛନ୍ତି। ବିଶେଷକରି ତରଭୁଜ ଚାଷୀମାନେ କରକାମାଡ଼ ଯୋଗୁଁ ବ୍ୟାପକ କ୍ଷତି ସହିଛନ୍ତି। ଶେଷରେ ଚାଷୀ ନିଜ ୩ ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟର ମଡ଼ାଇ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି […]









