ଫକୀରମୋହନ ମେଡିକାଲ କଲେଜରେ ନକଲି ଡାକ୍ତର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ବାଲେଶ୍ବର : ଦିନେ କି ଦୁଇଦିନ ନୁହେଁ, ପୂରା ୨୨ ଦିନ ଡାକ୍ତରୀ ଛାତ୍ରଙ୍କ ସହ ହଷ୍ଟେଲରେ ରହିଲେ। ଡାକ୍ତରଙ୍କ ଭଳି ବେକରେ ଷ୍ଟେଥୋ ପକାଇ ରୋଗୀ ଦେଖିଲେ, ରାଉଣ୍ଡରେ ଆସି ବିଭିନ୍ନ ୱାର୍ଡ ବି ବୁଲିଲେ। ହେଲେ ଏହି […]









