ମୟୂରଭଞ୍ଜରେ ଖୋଲିବ ଜନଜାତି ବିଶ୍ୱବିଦ୍ୟାଳୟ! କେନ୍ଦ୍ରମନ୍ତ୍ରୀଙ୍କ ସହ ୭ ଜଣିଆ ପ୍ରତିନିଧି ଦଳ ଜାଗା ବୁଲି ଦେଖିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଖୋଲିବ ଟ୍ରାଇବଲ୍ ୟୁନିଭର୍ସିଟି ବା ଜନଜାତି ବିଶ୍ବବିଦ୍ୟାଳୟ। ଏପରି ଏକ ଉତ୍ସାହଜନକ ଖବର ମିଳିବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି। ଜିଲ୍ଲାରେ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତାବ ଥିବାବେଳେ ତାହା କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ […]









