ନକଲି ସାର୍ଟିଫିକେଟ ମାମଲା: ୨୦୧୯ରୁ ଜଣାପଡ଼ିଲାଣି ନକଲି କାରବାର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବଲାଙ୍ଗୀର : ଡାକବିଭାଗରୁ ଧରାପଡ଼ିଥିବା ନକଲି କାରବାରଠାରୁ ଏବେ ଶିକ୍ଷା ବିଭାଗରେ ଚାକିରି କରୁଥିବା ଶହ ଶହ ଶିକ୍ଷକଙ୍କ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା। କାରଣ ଶହଶହ ଶିକ୍ଷକ ବାହାର ରାଜ୍ୟର ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଛନ୍ତି। ସେଥିରୁ କିଏ ନକଲି […]









