ମିଳୁନି ଟିଡି ଟିକା, ସ୍ବାସ୍ଥ୍ୟାନୁଷ୍ଠାନରୁ ଫେରୁଛନ୍ତି ଗର୍ଭବତୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ମିଳୁନି ଟିଡି(ଟିଟାନସ-ଡିପ୍ଥେରିଆ) ଟିକା। ଗର୍ଭାବସ୍ଥା ମହିଳାମାନଙ୍କୁ ଏହି ଟିକା ଦିଆଯାଉଥିବା ବେଳେ ଟିକା ନ ଥିବାରୁ ଗର୍ଭବତୀଙ୍କୁ ହସ୍ପିଟାଲରୁ ଫେରିବାକୁ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଟିକା ଉପଲବ୍ଧ ହେବା ନେଇ ସ୍ବାସ୍ଥ୍ୟ ବିଭାଗର […]









