୧୬ଦାଦନ ଶ୍ରମିକ ଉଦ୍ଧାର, ଅନ୍ୟ ରାଜ୍ୟକୁ ହେଉଥିଲେ ଚାଲାଣ
ପାଟଣାଗଡ଼ ୨୧।୧୧ : ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର । ଚାଲାଣ ବେଳେ ଧରିଲା ଖପ୍ରାଖୋଲ ପୋଲିସ । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ୫ ଜଣ ମହିଳା ଗୋଟିଏ ନାବାଳିକା ଝିଅ ଏବଂ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି। ମୁଖ୍ୟ ସର୍ଦ୍ଦାର ପଞ୍ଚା ସୁନା ଗିରଫ। ଅନ୍ୟ ଜଣେ ସର୍ଦ୍ଦାରକୁ ଅଟକ ରଖାଯାଇଛି। ଉଦ୍ଧାର ଶ୍ରମିକ ମାନେ ଗାଇସିଲେଟ ଥାନା ଅନ୍ତର୍ଗତ ଯୁଗୀମଠ ଗାଁର ବୋଲି ଜଣାଯାଇଛି l ସୋମାନଙ୍କୁ […]









