ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଗେଶ୍ୱର ପରେ ପଡିବ ଶ୍ରଦ୍ଧାଞ୍ଜଳିଙ୍କ ପାଳି ! ହାଜର ପାଇଁ ନୋଟିସ୍‌ କରିଛି ଇଡି

ଭୁବନେଶ୍ୱର ୨୨।୧୧ : ଖଗେଶ୍ୱର ପରେ ପଡିବ କି ଶ୍ରଦ୍ଧାଞ୍ଜଳିଙ୍କ ପାଳି । ହାଜର ହେବା ପାଇଁ ନୋଟିସ କଲା ଇଡି । ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁଁହାମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨୩ ତାରିଖ ଭିତରେ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଛି । ସେପଟେ ଗିରଫ ଦାରି ଏଡାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଶ୍ରଦ୍ଧାଞ୍ଜଳିଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ, ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର କରିବ ନୌସେନା

ପାରାଦୀପ ୨୨।୧୧ : ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ଏହି ବିଶାଳକାୟ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ଘଡିଆଲ ବନ୍ଦରରେ ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହାଦ୍ଵାରା ପାରାଦୀପର ବିଭିନ୍ନ ଲୋକ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ। ଖବର ଅନୁଯାୟୀ, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏଫ୍‌ବି ୨ ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଛି। ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ ରାତିରୁ ପୁଣି ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟର ଶୀତ ପ୍ରବାହରେ ସାମାନ୍ୟ ବିରାମ ଲାଗିଛି। ଗତକାଲି ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା। ଗତ ରାତି‌ରେ ଏହା ଓଡ଼ିଶାର ଥଣ୍ଡା ସହର ପାଲଟିଥିଲା। ଏହା ପଛକୁ ଫୁଲବାଣୀରେ ୧୨.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଗତକାଲି କଟକର ରାତି ତାପମାତ୍ରା ୧୯.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ରାତି ତାପମାତ୍ରା ୧୯.୯ ଡିଗ୍ରି ରହିଥିଲା ‌ବୋଲି […]

ଅପରାଧ ରାଜ୍ୟ

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ଦୁର୍ବୃତ୍ତ ଜାଳିଦେଲେ ମୋଟର ସାଇକେଲ୍‌

ବ୍ରହ୍ମପୁର ୨୨/୧୧; ବ୍ରହ୍ମପୁର ଗେଟ ବଜାର ଅଞ୍ଚଳ ଏକ ହୋଟେଲ ନିକଟରେ ଅଗ୍ନିକାଣ୍ଡ। ଗୋଟିଏ ମୋଟର ସାଇକେଲ୍‌ ଏବଂ ସାଇକେଲ୍‌ରେ ନିଆଁ ଲାଗି ପୋଡିଯାଇଥିବା ସୂଚନା ମିଳିଛି। ତେବେ ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ମୋଟର ସାଇକେଲ ଓ ସାଇକେଲ ରେ ନିଆଁ ଲଗାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ମୋଟର ସାଇକେଲ ଓ ସାଇକେଲ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ କାହିଁକି, କିଏ ନିଆଁ ଲଗାଇଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପଛର […]

ଅପରାଧ ରାଜ୍ୟ

ଭୁବନେଶ୍ୱରରେ ତାରକା ହୋଟେଲ ବି ଅସୁରକ୍ଷିତ : ସଂସଦ ଅତିରିକ୍ତ ସଚିବଙ୍କ ଭ୍ୟାନିଟ୍‌ ଚୋରି, ସେଥିରେ ଥିଲା ହୀରାର ହାର ସହ ନଗଦ ଟଙ୍କା

ଭୁବନେଶ୍ୱର ୨୨। ୧୧: ଦିନକୁ ଦିନ ବଢ଼ୁଥିବା ଚୋରି, ଲୁଟ୍‌, ଛିନ୍‌ତାଇ କମିଶନରେଟ୍‌ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖାଲି ନିଛାଟିଆ ରାସ୍ତାଘାଟ କି ଲୋକଙ୍କ ଘର ନୁହେଁ, ସହରର ବଡ଼ ତାରକା ହୋଟେଲ ମଧ୍ୟ ଅସୁରକ୍ଷିତ ପାଲଟିଲାଣି । ଯାହାକି, ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏକ ବିବାହ ଉତ୍ସବକୁ ଯାଇଥିବା ସଂସଦର ଜଣେ ଅତିରିକ୍ତ ସଚିବ ଚୋରିର ଶିକାର ହୋଇଛନ୍ତି । ସେ ହେଉଛନ୍ତି, ଅନୀତା ଭଟ୍ଟ ପଣ୍ଡା । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ରୁ ଆହୁରି ଥରିବେ ଲୋକେ, ୩ରୁ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର ୨୨।୧୧ : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ପାରଦ ଖସିବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିଛି । ଆଗକୁ ପୁଣି ଥଣ୍ଡା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି । ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପ୍ରବେଶ କରିଛି । ଏଥିପାଇଁ […]

ଅପରାଧ ରାଜ୍ୟ

କେବେ ସୁଧୁରିବ ବ୍ୟବସ୍ଥା ? ରାଜଧାନୀରେ ଦାନ ମାଝି ଘଟଣାର ପୁନରାବୃତ୍ତି, ମା’ ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ

ଭୁବନେଶ୍ୱର ୨୨।୧୧: କେବେ ସୁଧୁରିବ ବ୍ୟବସ୍ଥା । ଉପାନ୍ତ ପରେ ଏବେ ଖୋଦ୍‌ ରାଜଧାନୀରେ ଦାନମାଝୀ ପରି ଘଟଣାର ପୁନରାବୃତ୍ତି । ମାଙ୍କ ମୃତଦେହ ନେବା ପାଇଁ ମିଳିନାଲି ମହାପ୍ରୟାଣ ଗାଡି । ଏପିରିକି ବେସରକାରୀ ଆମ୍ବୁଲାନ୍ସରେ ବି ନେବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାଧ୍ୟରେ ମାକୁ ଷ୍ଟ୍ରେଟରରେ ଭିଡି ଭିଡି ନେଲେ ପୁଅ ମାନସ ବାହୁବଳେନ୍ଦ୍ର । ରାଜଧାନୀ ମୁଖ୍ୟ ଚିକିତ୍ସା|ଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଥରୁଛି ଓଡ଼ିଶା, ସେମିଳିଗୁଡ଼ାରେ ୮ ଡିଗ୍ରି; ୧୦ ଡିଗ୍ରି ତଳେ ୪ ସହର

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରବଳ ଶୀତ ପ୍ରବାହ ଜାରି ରହିଛି। ଗତକାଲି ରାତିରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଏହାପରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ଡିଗ୍ରି, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୯.୬ ଡିଗ୍ରି, ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝର ସହରରେ ୧୦ ଡିଗ୍ରି, ଭବାନୀପାଟଣାର […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢ଼ାଉ,୧୩୫ ଗ୍ରାମ ଡ୍ରଗ୍ସ ଜବତ, ମହିଳା ଗିରଫ

ନୀଳଗିରି,୨୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ରାଜନଗର ଅଞ୍ଚଳରେ ଚଢାଉ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଡ୍ରଗ୍ସ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇ ଥିବା ସୁଚନା ମିଳିଛି । ତାଙ୍କ ପାଖରୁ ୧୩୫ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି । ତେବେ ବାଲେଶ୍ଵର ଅବକାରୀ ବିଭାଗ ପାଖରେ ଡ୍ରଗ୍ସ ବିକ୍ରି ଖବର ଥିବାବେଳେ ନଳଗିରି ଅବକାରୀ ବିଭାର କିପରି ଜାଣି ପାରିଲା ନାହିଁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏକାଦଶ ଶ୍ରେଣୀ ପରୀକ୍ଷା: ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷ‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତ୍ରୈମାସିକ ପରୀକ୍ଷା ୩୦ ମାର୍କ ବିଶିଷ୍ଟ ରହିବ ଏବଂ ୪୫ ମିନିଟ୍‌ ଧରି ଚାଲିବ। ପ୍ରଥମ ତ୍ରୈମାସିକ ପରୀକ୍ଷା ଡିସେମ୍ବର ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁଆରି ଦ୍ବିତୀୟ ସପ୍ତାହରେ ଦ୍ବିତୀୟ […]