ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗକୁ ନେଇ ଚର୍ଚ୍ଚା: ଆସୋସିଏଟ ପ୍ରଫେସରଙ୍କୁ ମହିଳାଙ୍କ ମାଡ଼ ଭିଡ଼ିଓ ଭାଇରଲ
ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପୁଣି ଚର୍ଚ୍ଚାକୁ ଆସିଛି। ଇଂରାଜୀ ବିଭାଗର ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ଜଣେ ମହିଳା ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ୧୧ଟା ବେଳେ ଇଂରାଜୀ ବିଭାଗର ଆସୋସିଏଟ୍ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବେଳେ ଜଣେ ମହିଳା ଆସି ପାଟିତୁଣ୍ଡ କରିବା ସହ ଭିତର ପଟୁ କବାଟ ଦେଇ ମାଡ଼ ମାରିଥିଲେ। ଚାମ୍ବରରେ ପାଟିତୁଣ୍ଡ ଶୁଣି କିଛି ଅଧ୍ୟାପକ କବାଟ […]