ଆଉ ନାହାଁନ୍ତି ରାଇନାଙ୍କ କୋଚ୍ ସତପାଲ : ଭାବବିହ୍ୱଳ ପୋଷ୍ଟ ସେୟାର କଲେ ଷ୍ଟାର୍ କ୍ରିକେଟର
ନୂଆଦିଲ୍ଲୀ, ୨୨|୦୮: ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିଲାଦିନର କୋଚ୍ ସତପାଲ କୃଷ୍ଣନଙ୍କ ପରଲୋକ । ରାଇନା ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସତପାଲ ଜଳନ୍ଧରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ପାଇଁ ରାଇନା ଯଥା ସମ୍ଭବ ସାହାଯ୍ୟ କରିଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଥିଲା । ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି ଯେ, ସତପାଲଙ୍କ ଦେହାନ୍ତ ଖବର ଶୁଣି ଖୁବ ବ୍ୟଥିତ […]