ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦; ବର୍ଷା ଯୋଗୁ ଟସ୍ ବିଳମ୍ବ
ଓ୍ବେଲିଂଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ । ଓ୍ବେଲିଂଟନରେ ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି । ପୂର୍ବରୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ବର୍ଷା ଜରି ରହିଥିବାରୁ ପିଚ୍କୁ କଭରରେ ଘୋଡ଼ାଇ ରଖାଯାଇଛି । ବର୍ଷା ଛାଡ଼ିବା ପରେ ଟସ୍ ପଡ଼ିବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ଓ୍ବେଲିଂଟନରେ ଖେଳ ଆରମ୍ଭ ହେବ । ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦଳ । […]









