ମହାକାଶରେ ବିକ୍ରମ-ଏସ୍ ଦେଖାଇବ ବିରାଟ ରୂପ, ୧୧.୩୦ମିନିଟ୍ରେ ଶ୍ରୀହରିକୋଟରୁ ଲଞ୍ଚ୍
ନୂଆଦିଲ୍ଲୀ: ମହାକାଶରେ ଭାରତର ଆଧିପତ୍ୟ ବିସ୍ତାର । ସ୍ପେସ୍ ସାଇନ୍ସରେ ଆଉ ପାଦେ ଆଗକୁ ବଢିଲା ଭାରତ । ଶୁକ୍ରବାର ଦେଶର ପ୍ରଥମ ବେସରକାରୀ କମ୍ପାନୀ ଦ୍ବାରା ନିର୍ମିତ ରକେଟ୍ର ଉତ୍କ୍ଷେପଣ ହେବ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତିଶ୍ ଧବନ ଲଞ୍ଚ୍ ପ୍ୟାଡରୁ ବିକ୍ରିମ-ଏସ୍କୁ ଲଞ୍ଚ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର ୧୧.୩୦ ମିନିଟରେ ବିକ୍ରିମ-ଏସ୍କୁ ଲଞ୍ଚ କରାଯିବ । ୪ବର୍ଷ ପୁରୁଣା ବିକ୍ରିମ-ଏସ୍କୁ ପ୍ରଥର ଥର ଉତ୍କ୍ଷେପଣ […]









