ସଞ୍ଜିତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ୱର ଚମ୍ପିଆନ୍
ଚଣ୍ଡିଖୋଲ ୨୧।୧୧ : ସଞ୍ଜିତ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପନ । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଚମ୍ପିଆନ୍ ହୋଇଛି । ଗୋଲକୁଣ୍ଡକୁ ୭୩ ରନ୍ରେ ପରାସ୍ତ କରିଛି ଭୁବନେଶ୍ୱର ସାଇ ଇଲେଭନ୍ କ୍ରିକେଟ୍ ଟିମ୍ । ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତରେ ସାମଲ କ୍ରିକେଟ୍ କ୍ଲବ ଓ କୋଲସାହି ପାଟଣା ଆନୁକୁଲ୍ୟରେ ଆରମ୍ଭ ହୋଇଥିଲା ସଞ୍ଜିତ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଶେଷରେ ରବିବାର ଦିନ ଏହି ଟୁର୍ଣ୍ଣାମେଣ୍ଟରେ ଉଦ୍ଯାପନୀ […]









