ବାଜା,ଡିଜେ ଓ ନୃତ୍ୟରେ ଶତାୟୁଙ୍କୁ ଶେଷବିଦାୟ
କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଶତାୟୁଙ୍କ ମୃତ୍ୟୁପରେ ଏକ ଶୋଭାଯାତ୍ରାର ଆୟୋଜନ କରାଯିବା ସହିତ ବାଜା ଓ ଡିଜେ ବଜାଇ, ନୃତ୍ୟ ପରିବେଷଣ କରି ଶେଷ ବିଦାୟ ଦିଆଯାଇଛି। ଏହି ବୃଦ୍ଧା ଜଣକ ହେଉଛନ୍ତି ମାଙ୍ଗରୀ ସୁରିନ। ତାଙ୍କୁ ୧୧୫ବର୍ଷ ହୋଇଥିଲା ବେଳେ ଗତକାଲି ରାତିରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏହିଭଳି ଜଣେ ବୟସ୍କ ବ୍ୟକ୍ତିଙ୍କୁ କିଭଳି ଅନ୍ତିମ ବିଦାୟ […]









