ରଶ୍ମିକାଙ୍କ ସହ କାମ କରିବା ଚାହାଁନ୍ତିନି ଋଷଭ, କହିଲେ-ସେ ମୋତେ ପସନ୍ଦ…
ମୁମ୍ଵାଇ ୨୪।୧୧: ଫିଲ୍ମ ‘କାନ୍ତାରା’ର ସଫଳତା ଶୀର୍ଷକୁ ପହଞ୍ଚିଛି। କନ୍ନଡ ଅଭିନେତା-ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଚଳଚ୍ଚିତ୍ର ପ୍ରାୟ ଦୁଇମାସ ଚାଲିବା ପରେ ମଧ୍ୟ ବକ୍ସ ଅଫିସରେ ରାଜ୍ କରୁଛି। ଏଥିସହ ଋଷଭ ଶେଟ୍ଟୀଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରଶ୍ମିକା ମନ୍ଦନାଙ୍କୁ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି। ଗୁଲଟେ.କମ୍ ସହିତ କଥାବାର୍ତ୍ତା ବେଳେ ଋଷଭ ଶେଟ୍ଟୀଙ୍କ ଏକ ପୁରୁଣା ଭିଡିଓରେ […]









