ପଦ୍ମପୁରରେ କେନ୍ଦ୍ରୀୟ ଟିମ୍ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
ପଦ୍ମପୁର ୨୮/୧୧: ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ପଦ୍ମପୁର ସଦରର ୩ ଜଣ ବ୍ୟବସାୟୀଙ୍କ ଘରେ ସକାଳୁ ଆୟକର ବିଭାଗ ରେଡ୍ କରିଛି। ଏହି ୩ ଜଣ ବ୍ୟବସାୟୀ ହେଲେ ଏମଡି ସାଜିଦ, ଗଜାନନ ଅଗ୍ରୱାଲ ଓ ମାନଭଞ୍ଜନ ସାହୁ। ଏହି ୩ ବ୍ୟବସାୟୀ ମିଳିତ ଭାବେ ଏକ ରାଇସ୍ ମିଲ୍ ଚଳାଉଥିବା ବେଳେ ପେଟ୍ରୋଲ ପମ୍ପ, ଟ୍ରାକ ଓ ଟ୍ରାନ୍ସପୋର୍ଟେସନ ବ୍ୟବସାୟ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଏମାନଙ୍କର […]









