ବିହାରରେ ମାତିଛନ୍ତି ସ୍ମାର୍ଟ ଚୋର, ଦିନ ଦ୍ବିପ୍ରହରେ ଖୋଲି ନେଇଗଲେ ମୋବାଇଲ ଟାଓ୍ବାର, କମ୍ପାନୀ ଜଳକା
ପାଟନା: ଲୁହା ପୋଲ, ଟ୍ରେନ୍ ଇଞ୍ଜିନ୍ ପରେ ଏବେ ମୋବାଇଲ୍ ଟାଓ୍ବାର । ବିହାରରେ ଚୋରଙ୍କ ରେକର୍ଡ । ଦିନ ଦ୍ବିପ୍ରହରେ ମୋବାଇଲ ଟାଓ୍ବାର ଖୋଲି ନେଇଛନ୍ତି ଚୋରି ହୋଇଛି । ପ୍ରାୟ ୨୦ଲକ୍ଷ ଟଙ୍କାର ଟାଓ୍ବାରକୁ ଖୋଲି ସ୍କ୍ରାପ୍ ମୂଲ୍ୟରେ କବାଡ଼ିଆକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଏହି ଘଟଣା ପାଟଣା ଘଟିଛି । ସହର ମଧ୍ୟରେ ମୋବାଇଲ୍ ଟାଓ୍ବାରକୁ ଚୋରି କରି ନେଇଛନ୍ତି ସ୍ମାର୍ଟ ଚୋର । କମ୍ପାନୀ […]









