ଆଙ୍କରିଂରେ କ୍ୟାରିୟର ପାଇଁ ଆଉଟ୍ରିଚର ଟ୍ରେନିଂ
ଭୁବନେଶ୍ୱର : ଆଉଟ୍ରିଚ୍ ତରଫରୁ ଡିସେମ୍ବର ୧୦ ତାରିଖରୁ ଏକ ୧୦ ଦିନିଆ ଆଙ୍କରିଂ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି। ଦଶମଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ଟ୍ରେନିଂ ଏଥର ଭର୍ଚୁଆଲ ମୋଡ୍ ଜରିଆରେ ଅନୁଷ୍ଠିତ ହେବ। ମିଡିଆରେ କ୍ୟାରିୟର କରିବାକୁ ଚାହୁଁଥିବା ତଥା ନୂଆ କରି କ୍ୟାରିୟର କରୁଥିବା ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ। ଏହି କର୍ମଶାଳାରେ ରେଡିଓ, ଟେଲିଭିଜନ ଓ ଷ୍ଟେଜ ଆଙ୍କରିଂ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏହାଛଡ଼ା ରିପୋର୍ଟିଂ, […]









