World AIDS Day: ଦେଶରେ ପ୍ରତିଦିନ ଏଡ୍ସରେ ଯାଉଛି ୧୨୫ ଜଣଙ୍କ ଜୀବନ, ବଞ୍ଚିବା ପାଇଁ ଅବଲମ୍ବନ କରନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ବର୍ଷର ଶେଷ ମାସର ଆଜି ହେଉଛି ପ୍ରଥମ ଦିନ। ଅର୍ଥାତ ଡିସେମ୍ବର ୧ ତାରିଖ, ଯାହାକୁ ସମଗ୍ର ଦୁନିଆରେ ବିଶ୍ଵ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ଲୋକଙ୍କୁ କେମିତି ଏହି ରୋଗ ପ୍ରତି ସଚେତନ କରାଯାଇ ପାରିବ। ଏଡ୍ସର କାରଣ ଏଚଆଇଭି କିମ୍ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍। ଏହି ଭାଇରସ୍ ମଣିଷ ଶରୀରର ଇମ୍ୟୁନ ସିଷ୍ଟମକୁ ପ୍ରଥମେ ଆକ୍ରମଣ କରିଥାଏ। ଏହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ଏତେ ଦୁର୍ବଳ କରିଦିଏ […]









