ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବୌଦ୍ଧ ୦୨/୧୨: ମନମୁଣ୍ଡା ବାଇପାସ୍ ର ଏକ ନାଳ ରୁ ବ୍ୟାଙ୍କ୍ କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର । ବ୍ୟାଙ୍କ କର୍ମଚାରୀ ଜଣକ ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କ୍ ରେ କାର୍ଯ୍ୟରତ ଥିଲେ । lତେବେ […]









