ଡିସେମ୍ବର ୧୪ରେ ପୁରୁଷ ଓ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ, ଦାବି ପୂରଣ ନହେଲେ ୨୧ରୁ କାର୍ଯ୍ୟବନ୍ଦ ଚେତାବନୀ
ବିନିକା: ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪ ତାରିଖରୁ ହେବାକୁ ଯାଉଛି ଆନ୍ଦୋଳନ। ଏଥିରେ ସାମିଲ ହେବାପାଇଁ ବିନିକାର ମହିଳା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ବିନିକା ଡାକ୍ତରଖାନା ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି l ଉକ୍ତ ୫ […]









