୪ ଦିନ ହେଲା ମଣ୍ଡିରେ ପଡ଼ିଛି ଧାନ: କଟ୍ନି ଛଟ୍ନି ସମସ୍ୟା ନେଇ ଚାଷୀ ଅସନ୍ତୋଷ
ସମ୍ବଲପୁର: ଯାହା ଆଶଙ୍କା କରାଯାଉଥିଲା, ସେଇଆ ହୋଇଛି। ଏଥର ବି ଧାନ ଉଠାଣକୁ ନେଇ ଉପୁଜିଲାଣି ସମସ୍ୟା। ଗୋଟିଏପଟେ ବିଳମ୍ବରେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଥିବାବେଳେ ଅନ୍ୟପଟେ କଟ୍ନି ଛଟ୍ନି ଜିଦ୍ରେ ମିଲର୍ସ ଧାନ ଉଠାଉନାହାନ୍ତି। ଆଉ ଏହି ବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇ ଚିନ୍ତାରେ ଚାଷୀ। ମଣ୍ଡି ଖୋଲିବା ଦିନଠାରୁ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ରହିଛି। ଏଭଳି ସ୍ଥିତିରେ ହାତୀ ଉପଦ୍ରବ ଓ ଚୋରି ଭୟ ମଧ୍ୟ ଘାରିଛି। ଶୀତ କାକରରେ […]









