ଶିଶୁକନ୍ୟା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଅପରାଧରେ ବ୍ରଜରାଜନଗର ମୁଣ୍ଡାପଡ଼ାର ଆକାଶ ଓରଫ ମକରଧ୍ବଜ କୁମୁରାକୁ ଝାରସୁଗୁଡ଼ା ସ୍ବତନ୍ତ୍ର ପୋକ୍ସୋ ନ୍ୟାୟାଳୟ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି। ବ୍ରଜରାଜନଗର ଥାନା କେସ୍ ନଂ. ୨୨୩/୭.୧୦.୨୦୧୯ର ବିଚାର କରି ଅତିରିକ୍ତ ଜିଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ନ୍ୟାୟାଧୀଶ ନୀଳଗିରି ଜେନା ଏହି ଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଯେ ଗତ ୭.୧୦.୨୦୧୯ ଅପରାହ୍ଣ […]









