ସୁତାଖିଅରେ ୫୨୧ ଥାଲାସେମିଆ, ସିକିଲ୍ସେଲ୍ ରୋଗୀଙ୍କ ଭାଗ୍ୟ: ସଂଖ୍ୟା ବଢୁଛି, ରକ୍ତ ବଞ୍ଚାଇ ରଖିଛି ଜୀବନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଅନିଶ୍ଚିତ ଭବିଷ୍ୟତକୁ ନେଇ ପିଲାଟି ଦିନରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କେତେବେଳେ କ’ଣ ହେବ କିଛି କହି ହେବ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରି ପ୍ରତିମାସରେ ରକ୍ତ ନେବାକୁ ପଡ଼ୁଛି। ରକ୍ତ ନନେଲେ […]









