ପୁଡ଼ୁଚେରି ସମୁଦ୍ରରେ ଓଡ଼ିଶାର ସ୍କୁବା ଡାଇଭର୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ପୁରୀର ଦୁଇ ସ୍କୁବା ଡାଇଭର୍ ପୁଡୁଚେରୀ ରକ୍ ବିଚ୍ ସମୁଦ୍ରରେ ୫୦ ଫୁଟ୍ ଗଭୀର ଜଳରାଶିରେ ସେମାନଙ୍କ ପ୍ରଦର୍ଶନ ଦେଖାଇଛନ୍ତି। ଡ୍ରାଇଭ୍ ଦି ୱାର୍ଲ୍ଡ ଅନୁଷ୍ଠାନ ପକ୍ଷରୁ ପୁଡୁଚେରୀରେ ଆୟୋଜିତ ଜାତୀୟ ସ୍କୁବା ଡାଇଭିଂ କର୍ମଶାଳାରେ ‘ଜୟ ଓଡ଼ିଶା’ […]









