ବାଲିଯାତ୍ରା ପ୍ରସ୍ତୁତିରେ ଆଖିବୁଜା ଦୁର୍ନୀତି!
କଟକ : କଟକର ଐତିହାସିକ ବାଲିଯାତ୍ରାର ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ହୋଇଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ପ୍ରିୟାପ୍ରୀତିରେ କୋଟି କୋଟି ଟଙ୍କାର କାମକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷଙ୍କ ହାତରେ ଟେକି ଦିଆଯାଇଛି। ଧର୍ମକୁ ଆଖିଠାର ଭଳି ବିଭିନ୍ନ କାମକୁ ଛୋଟଛୋଟ ଆକାରରେ ଭାଗ କରି ବିନା ଟେଣ୍ଡରରେ ବାଣ୍ଟି ଦିଆଯାଇଛି। କିନ୍ତୁ ଏଥିରେ ହାତଗଣତି କେତେଜଣଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି। ବାଲିଯାତ୍ରା ଆୟୋଜନରେ ବ୍ୟାପକ ଅନିୟମିତତା ଆଉ […]









