ବିଧାନସଭା ଆଲୋଚନାରେ ଚମକୁଛି ଓଡ଼ିଶା ପରିବା: ବଜାରକୁ କବ୍ଜା କରିଛି ରାୟପୁର, ନାସିକ, କୋଲକାତା
ଭୁବନେଶ୍ବର : ରାଜ୍ୟରେ ସର୍ବାଧିକ ୯୮ ଲକ୍ଷ ୫୫ ହଜାର ୭୭୦ ମେଟ୍ରିକ ଟନ ପରିବା ଉତ୍ପାଦନ କରାଯାଏ। ସେଥିମଧ୍ୟରୁ ସମଗ୍ର ଦେଶରେ ରାଜ୍ୟ କନ୍ଦମୂଳ ଉତ୍ପାଦନରେ ପ୍ରଥମ, ପାଳଛତୁରେ ତୃତୀୟ, ବାଇଗଣ, ବନ୍ଧାକୋବିରେ ଦ୍ବିତୀୟ, ଫୁଲକୋବିରେ ଷଷ୍ଠ, ଭେଣ୍ଡି, ଟମାଟୋରେ ପଞ୍ଚମ ଏବଂ ଲାଉରେ ଅଷ୍ଟମ ସ୍ଥାନରେ ରହିଥିବା ନେଇ ବିଧାନସଭାର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। କିନ୍ତୁ ବାସ୍ତବତା ହେଲା କେବଳ ଖରା ଦିନରେ ନୁହେଁ […]









