କାହା ପାଇଁ କେମିତି ରହିବ ନୂଆବର୍ଷ
କଟକ: ନୂଆବର୍ଷ ୨୦୨୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରହିବ। ବିରୋଧୀମାନେ ବିବାଦ ମଧ୍ୟକୁ ଟାଣି ଅସୁବିଧାରେ ପକାଇବାକୁ ସଫଳ ହେବାର ଯୋଗ ଅଛି। ଦଳ ମଧ୍ୟରେ ସାମୟିକ ବିବାଦ, ମତପାର୍ଥକ୍ୟ ଦେଖାଦେବ। ନୂତନ ପଦକ୍ଷେପ ପାଇଁ ସରକାର ବିରୋଧୀ ଜନଆନ୍ଦୋଳନ ଲାଗି ରହିବ। ଚଳିତ ବର୍ଷ ମଧ୍ୟଭାଗରେ (ଏପ୍ରିଲ୍ ପରେ) ପଡୋଶୀ ରାଷ୍ଟ୍ର ସହ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବ ଯାହା ଅତ୍ୟଧିକ ଭାରାକ୍ରାନ୍ତ କରାଇବାର ସମ୍ଭାବନା ରହିଛି। ନୂଆ ଆଇନ […]









