ବୁଷ୍ଟର ଡୋଜ୍ ନେଉଛନ୍ତି ହଜାରରୁ କମ୍
ଭୁବନେଶ୍ବର: ରାଜ୍ୟରେ ବୁଷ୍ଟର ଡୋଜ୍ ହାର ୪୦ ପ୍ରତିଶତ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ପ୍ରିକସନ୍ ଡୋଜ୍ ଟିକା ଗତ ନଭେମ୍ବର ମାସରୁ ବନ୍ଦ ହୋଇଛି। ମାତ୍ର ଏବେ ପୁଣିଥରେ କରୋନା ଡରାଇବାକୁ ଆରମ୍ଭ କରିଥିବାରୁ ପ୍ରିକସନ୍ ଡୋଜ୍ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ମାତ୍ର ଏବେ ରାଜ୍ୟରେ କେବଳ ଘରୋଇ ହସ୍ପିଟାଲରେ କେବଳ ପ୍ରିକସନ୍ ଡୋଜ୍ ଉପଲବ୍ଧ ହେଉଛି। ମାତ୍ର ତାହା ଉତ୍ସାହଜନକ ନୁହେଁ। ରାଜ୍ୟବ୍ୟାପୀ ଦୈନିକ ହଜାରରୁ ବି କମ୍ ପ୍ରିକସନ୍ […]









