ଆରମ୍ଭ ହେଲା ଧର୍ମଶାଳା ନିର୍ମାଣ, ଶସ୍ତାରେ ଶ୍ରୀକ୍ଷେତ୍ରରେ ରହିବେ ସାଧାରଣ ଭକ୍ତ
ପୁରୀ : ଶସ୍ତାରେ ଶ୍ରୀକ୍ଷେତ୍ରରେ ରହିବେ ସାଧାରଣ ଭକ୍ତ। ହୋଟେଲ ଓ ଲଜ୍ର ରୁମ୍ ଦର ଶୁଣି ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ରାତି କାଟି ଦେଉଥିବା ଭକ୍ତମାନେ ଏଣିକି ମାତ୍ର ଦେଢ଼ଶହ କିମ୍ବା ଦୁଇଶହ ଟଙ୍କା ଦେଇ ରାତି କାଟିପାରିବେ। ଗତ ଜୁଲାଇରେ କ୍ୟାବିନେଟ୍ ଅନୁମୋଦନ ପରେ ଏବେ ବାସେଳିସାହି ନିକଟରେ ୧୦ ଏକର ଜମିରେ କାମ ଆରମ୍ଭ ହୋଇଯାଇଛି। ୪ ତାଲା ବିଶିଷ୍ଟ ୬ଟି ବ୍ଲକ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୧୩୫ କୋଟି […]









