ଜଳିଗଲା ତୀର୍ଥଯାତ୍ରୀ ବସ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ପୁରୀ/ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ନିକଟରେ ସୋମବାର ଦିନ ମଧ୍ୟପ୍ରଦେଶରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଥିବା ଏକ ଯାତ୍ରୀବାହୀ ବସ ସମ୍ପୂର୍ଣ୍ଣ ଜଳିଯାଇଛି। ସୌଭାଗ୍ୟକୁ ଅଗ୍ନିକାଣ୍ଡ ସମୟରେ ବସ୍ରେ କେହି ନଥିବାରୁ ସମସ୍ତ ତୀର୍ଥଯାତ୍ରୀ ରକ୍ଷା ପାଇଯାଇଥିବା ବେଳେ […]









