ରକ୍ତ ପାଇଁ ୧୦ କିମି ଦୌଡ଼, କେନ୍ଦ୍ରାପଡ଼ା ନୂଆ ଜିଲ୍ଲା ହସ୍ପିଟାଲ୍ ଭିତ୍ତିଭୂମି ଅଭାବରୁ ସ୍ଥାନାନ୍ତର ହେଲାନି ରକ୍ତ ଭଣ୍ତାର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କେନ୍ଦ୍ରାପଡ଼ା : ଆଜିଠୁ ବଦଳି ଯାଇଛି ଜିଲ୍ଲା ହସ୍ପିଟାଲ୍ର ଠିକଣା। ଇଚ୍ଛାପୁରସ୍ଥିତ ଶାମଗୁଡ଼ିଆରେ ନବନିର୍ମିତ ଛଅ ମହଲା ବିଶିଷ୍ଟ କୋଠାରେ ସୋମବାରଠାରୁ ଆରମ୍ଭ ହୋଇଛି ରୋଗୀ ସେବା। କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ […]









