ଡଙ୍ଗରିଆ କନ୍ଧଙ୍କ ଶାଲ୍, ଲାଞ୍ଜିଆ ସୌରାଙ୍କ କାନ୍ଥଚିତ୍ରକୁ ଜିଆଇ ଟ୍ୟାଗ୍ ଶୀଘ୍ର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ପ୍ରସ୍ତୁତ ଶାଲ ଏବଂ ଲାଞ୍ଜିଆସୌରାଙ୍କ ପାରମ୍ପରିକ କାନ୍ଥଚିତ୍ରକୁ ଜିଆଇ ଟ୍ୟାଗ ଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ୨୦୧୯ ମସିହାରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ଏବଂ […]









