୨୭ ବର୍ଷ ପରେ ବି ସଲମାନଙ୍କୁ ଭୁଲି ପାରିନାହାଁନ୍ତି ସଂଗୀତା ବିଜଲାନୀ, କହିଲେ କିପରି ଅଛି ତାଙ୍କ ସହ ସମ୍ପର୍କ
ନୂଆଦିଲ୍ଲୀ ୨୦/୦୯: ମଡେଲିଂ ଦିନରେ ‘ବିଜଲି’ ଭାବରେ ଜଣାଶୁଣା ସଂଗୀତା ବିଜଲାନୀଙ୍କୁ ପ୍ରାୟତଃ ସମସ୍ତେ ଜାଣନ୍ତି। ପ୍ରଫେସନାଲ୍ ଲାଇଫ୍ ଅପେକ୍ଷା ତାଙ୍କ ପର୍ସନାଲ୍ ଲାଇଫ୍ ଅଧିକ ଆଲୋଚନାରେ ରହିଥାଏ। ସଂଗୀତା ତାଙ୍କ କ୍ୟାରିୟର ଅପେକ୍ଷା ସଲମାନ ଖାନଙ୍କ ସହ ତାଙ୍କ ଆଫେୟାର୍କୁ ନେଇ ଅଧିକ ଜଣାଶୁଣା। କେବେ ସୁପରଷ୍ଟାର ସଲମାନ ଖାନଙ୍କୁ ଡେଟ୍ କରିଥିବା ବିଜଲାନି ତାଙ୍କ ସମ୍ପର୍କ ବିଷୟରେ ବର୍ତ୍ତମାନ ଖୋଲାଖୋଲି ଭାବେ କହିଛନ୍ତି। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଥିଲେ। ଏବେ […]