ଗୋଲଡେନ ବୟଙ୍କ ହାତରେ ରୁଟି ଚା’: କହିଲେ ଟେନସନ ମୁକ୍ତିର ମୂଳ ମନ୍ତ୍ର, ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ ୨୧/୦୯: ଅଲମ୍ପିକ ବିଜେତା ତଥା ଗୋଲଡେନ ବୟଙ୍କ ସଫଳତାର ରାଜ୍ କଣ ଜାଣନ୍ତି । ଚା ଓ ରୁଟି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଟ୍ୱିଟରରେ ନୀରଜ ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । କଥା କଣ କି ନୀରଜ କହିଛନ୍ତି କେମିତି ପାଇବେ ଟେନସନରୁ ମୁକ୍ତି । ପୋଷ୍ଟରେ ତାଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଅର୍ଥାତ୍ ଚା ଗ୍ଲାସ ଓ ରୁଟି ଧରି […]