ଭ୍ୟାକ୍ସିନ୍ ଲଗାନ୍ତୁ ଉପହାର ନିଅନ୍ତୁ: ଟିକାକରଣ ବୃଦ୍ଧି ପାଇଁ ଲାଗୁହେଲା ଏହି ନିୟମ, ଜାଣନ୍ତୁ କେଉଁଠି
ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ବିଗତ କିଛି ଦିନ ଧରି ସଂକ୍ରମଣରେ ହ୍ରାସ ଘଟିଥିବା ଦେଖାଯାଇଛିି । ସମସ୍ତ ଜନସାଧାରଣଙ୍କୁ ଟିକାକରଣ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଚାଲିଛି । ଏହି ସମୟରେ ମଧ୍ୟପ୍ରଦେଶରେ ଏକ ନିୟମ ଲାଗୁ କରାଯାଇଛି । ଲୋକମାନେ ଟିକାନେଲେ ଉପହାର ଦିଆଯିବ । ଟିକାକରଣ ଗତିକୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ରାଜ୍ୟର ବୈତୁଲ ଅଞ୍ଚଳରେ ଟିକା […]