ଅଭିନେତ୍ରୀଙ୍କୁ ଅଜଣା ଯୁବକ ପଠାଉଛି ସେକ୍ସ ଟଏ ଓ ଅଣ୍ଡରଗାର୍ମେଣ୍ଟ, ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ
ମୁମ୍ବାଇ ୨୨/୦୯: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏପରି ଖବର ପ୍ରାୟତଃ ସାମ୍ନାକୁ ଆସିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। କେତେବେଳେ ପ୍ରଶଂସକ ସେମାନଙ୍କର ପ୍ରିୟ ଷ୍ଟାରଙ୍କ ଘରେ ପହଞ୍ଚଯାଆନ୍ତି ତ ଆଉ କେତେବେଳେ ସେମାନଙ୍କ ପାଖରେ ଉପହାର ପହଞ୍ଚାନ୍ତି। ବେଳେବେଳେ ଏହି ଉପହାରଗୁଡ଼ିକ ଏତେ ଅଦ୍ଭୁତ ହୋଇଥାଏ ଯେ କଳାକାରଙ୍କୁ ପୋଲିସ ପାଖରେ ପହଞ୍ଚିବାକୁ ବାଧ୍ୟ କରିଥାଏ। ନିକଟରେ ଜଣେ ୨୮ବର୍ଷ ବୟସ୍କା ଅଭିନେତ୍ରୀଙ୍କ ସହ ସମାନ ଘଟଣା ଘଟିଛି। ଗତ ଦୁଇ ମାସ ଧରି ଜଣେ ଅଭିନେତ୍ରୀଙ୍କ […]