ବିବାଦରେ ଶାହାରୁଖ୍ ଖାନ୍ଙ୍କ ‘ଜବ୍ରା ଫ୍ୟାନ୍’ ଗୀତ: ପ୍ରଡକ୍ସନ୍ ଟିମ୍କୁ ଦେବାକୁ ପଡିବ ଜରିମାନା..
ମୁମ୍ବାଇ ୨୩/୦୯ : ବିବାଦରେ ବଲିଉଡ ବାଦ୍ଶାହା ଶହାରୁଖ ଖାନ୍ଙ୍କ ‘ଫ୍ୟାନ୍’। ପିଡଲା ସୁପ୍ରିମକୋର୍ଟଙ୍କ ଛାଟ। ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ। କେବଳ ସେତିକି ନୁହେଁ ଜରିମାନା ମଧ୍ୟ ଲଗାଇଲେ। ୨୦୧୬ରେ ଶାହାରୁଖ ଖାନ୍ଙ୍କ ରିଲିଜ ହୋଇଥିବା ଫିଲ୍ମ ‘ଫ୍ୟାନ୍’କୁ ନେଇ ସୁପ୍ରିମର୍କୋଟରେ ଏକ ଆବେଦନ ହୋଇଥିଲା। ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପୂରା ପ୍ରଡକ୍ସନ ଟିମ୍କୁ ଭର୍ତ୍ସନ କରିଛନ୍ତି। ୨୦୧୬ରେ ଆଫରିନ୍ ଜୈଦ ନାମକ ଜଣେ ମହିଳା ଫିଲ୍ମ ‘ଫ୍ୟାନ୍’ର ପୂରା ଟିମ୍ ଶାହାରୁଖ […]